♬ Gelehi Rani Sambalpuri Song Lyrics







♬ Enjoy Gelehi Rani Song Lyrics......
- English
- Odia
ରସେ ତରା ରସେଇ କରି
ବନଳା ଦିୱାନୀ
ମନ୍ କେ ଚୁରେଇ କରି
ଲଗଳା ମହାନୀ
ରସେ ତରା ରସେଇ କରି
ବନଳା ଦିୱାନୀ
ମନ୍ କେ ଚୁରେଇ କରି
ଲଗଳା ମହାନୀ
ମାତେ ସେ ଝିଟି ଦେଲା
ପିରତୀ ରା ପାଣୀ
କବେ ଦିଲ୍ ନେଇଗଲା
ନାଇ ହେଲା ଜାନୀ
ଛୁମକ୍ ଛୁମକ୍ ବାଜେ
ତାରା ଗୁଡା ର ପାୟଲ
ତାରା ପତ୍ଳୀ ଆନ୍ତା ହାୟେ
ରେ ମାତେ କାଳା ପାଗଳ
ଛୁମକ୍ ଛୁମକ୍ ବାଜେ
ତାରା ଗୁଡା ର ପାୟଲ
ତାରା ପତ୍ଳୀ ଆନ୍ତା ହାୟେ
ରେ ମାତେ କାଳା ପାଗଳ
ଆଖି ଆଖି ରେ କହେସି
କଥା ମୋର ସଜନୀ
ମୋର ପରଦେଶୀ ରାଜା
ହାନ୍ ବଢ଼େ ବେଇମାନୀ
ମୋର ସପନେ ଆସୀ କରି
ଖେଳେ ଲୋକୀ ଲୋକାନୀ
ମୋର ସାବଳୀ ସାଲୋନୀ
ହାଏ ଗୁଲେଇ ଗୁମାନୀ
ମାତେ ଭଲ ପାଇସି କାଟେ
ମୋର ଗେଲହେଇ ରାଣୀ
ଚେହେରା ନିରାଲୀ ଲାଗେ ଚୁଲବୁଲୀ
ହୋଲେ ହୋଲେ ମୁଇଁ ତାରା ଦିୱାନା ହେଲି
ହାନ୍ ଛାଙ୍କେ ପାୟଲ
ଖାଙ୍କେ ଚୁଡ଼ି
ହାଏ ତାରା ନା ଥି
ମନ୍ ଯାଏ ଉଡ଼ି
ଟୁକୁର୍ ଟୁକୁର୍ ଇସାରା
ତାରା ମାତେ ସତାସୀ
ପଦମ୍ ଲେଖେ ହାସି
ତାରା ମାତେ ହେତାସୀ
ଟୁକୁର୍ ଟୁକୁର୍ ଇସାରା
ତାରା ମାତେ ସତାସୀ
ପଦମ୍ ଲେଖେ ହାସି
ତାରା ମାତେ ହେତାସୀ
ଏ ଦିଲ୍ ଚାହେସି ତାର
ଗଣ୍ ନେ ଘର୍ ବନାମି
ମୋର ସାବଳୀ ସାଲୋନୀ
ହାଏ ଗୁଲେଇ ଗୁମାନୀ
ମାତେ ଭଲ ପାଇସି କାଟେ
ମୋର ଗେଲହେଇ ରାଣୀ
ମୋର ପରଦେଶୀ ରାଜା ବଢ଼େ ବେଇମାନୀ
ମୋର ସପନେ ଆସୀ କରି
ଖେଳେ ଲୁକି ଲୁକାନୀ
ପହେଲା ଜେବେ ତାକେ ଦେଖିଥିଲି
ସେଦିନୁ ମୁଇଁ ତାରା ବଣି ଯାଇଥିଲି
ଓoooo କାଜଲି କାଜଲି ନସେଲି ଆଖି
ଇଶାରା କରି ତା ନୌଛେ ଦାକି
କବେ ନେବା ସିଆ ମାତେ
କରି ସଙ୍ଗାରା ଜୁଲି
ତାର୍ ବିନେ ଏ ଦୁନିଆ ତା ଲାଗୁଛେ ଖାଲି
କବେ ନେବା ସିଆ ମାତେ
କରି ସଙ୍ଗାରା ଜୁଲି
ତାର୍ ବିନେ ଏ ଦୁନିଆ ତା ଲାଗୁଛେ ଖାଲି
ହାନ୍ ଲଡ ଗେଲା ତାରା ମିଠା
ମିଠା ବର୍ଷା ପାଣି
ମୋର ପରଦେଶୀ ରାଜା
ହାନ୍ ବଢ଼େ ବେଇମାନୀ
ମୋର ସପନେ ଆସୀ କରି
ଖେଳେ ଲୁକି ଲୁକାନୀ
ମୋର ସାବଳୀ ସାଲୋନୀ
ହାଏ ଗୁଲେଇ ଗୁମାନୀ
ମାତେ ଭଲ ପାଇସି କାଟେ
ମୋର ଗେଲହେଇ ରାଣୀ
Like this song !!!!
Gelehi Rani
Let's visit another fantastic music tour, click below links to get Song list
Nil Sagar songsArchana Padhi SongsTags : Mantu Chhuria Song , Sambalpuri Song Lyrics, Rani Guri Lyrics, Haye re mor rani guri song lyrics, Haye re mor rani guri sambalpuri, Haye re mor rani gori, Haye re morrani guri, Haye re mor rani guri lyrics, Haye re mor rani guri sambalpuri song download, Haye re mor rani guri song, Haye re mor rani guri sambalpuri song, Mantu chhuria, Asima panda, Asima panda song, Haye re mor rani gori mp3 song download.