♬ Sawan Barsha Pani Sambalpuri Song Lyrics







♬ Enjoy Sawan Barsha Pani Song Lyrics......
- English
- Odia
ରସେ ତରା ରସେଇ କରି
ବନଳା ଦିୱାନୀ
ମନ୍ କେ ଚୁରେଇ କରି
ଲଗଳା ମହାନୀ
ରସେ ତରା ରସେଇ କରି
ବନଳା ଦିୱାନୀ
ମନ୍ କେ ଚୁରେଇ କରି
ଲଗଳା ମହାନୀ
ମାତେ ସେ ଝିଟି ଦେଲା
ପିରତୀ ରା ପାଣୀ
କବେ ଦିଲ୍ ନେଇଗଲା
ନାଇ ହେଲା ଜାନୀ
ଛୁମକ୍ ଛୁମକ୍ ବାଜେ
ତାରା ଗୁଡା ର ପାୟଲ
ତାରା ପତ୍ଳୀ ଆନ୍ତା ହାୟେ
ରେ ମାତେ କାଳା ପାଗଳ
ଛୁମକ୍ ଛୁମକ୍ ବାଜେ
ତାରା ଗୁଡା ର ପାୟଲ
ତାରା ପତ୍ଳୀ ଆନ୍ତା ହାୟେ
ରେ ମାତେ କାଳା ପାଗଳ
ଆଖି ଆଖି ରେ କହେସି
କଥା ମୋର ସଜନୀ
ମୋର ପରଦେଶୀ ରାଜା
ହାନ୍ ବଢ଼େ ବେଇମାନୀ
ମୋର ସପନେ ଆସୀ କରି
ଖେଳେ ଲୋକୀ ଲୋକାନୀ
ମୋର ସାବଳୀ ସାଲୋନୀ
ହାଏ ଗୁଲେଇ ଗୁମାନୀ
ମାତେ ଭଲ ପାଇସି କାଟେ
ମୋର ଗେଲହେଇ ରାଣୀ
ଚେହେରା ନିରାଲୀ ଲାଗେ ଚୁଲବୁଲୀ
ହୋଲେ ହୋଲେ ମୁଇଁ ତାରା ଦିୱାନା ହେଲି
ହାନ୍ ଛାଙ୍କେ ପାୟଲ
ଖାଙ୍କେ ଚୁଡ଼ି
ହାଏ ତାରା ନା ଥି
ମନ୍ ଯାଏ ଉଡ଼ି
ଟୁକୁର୍ ଟୁକୁର୍ ଇସାରା
ତାରା ମାତେ ସତାସୀ
ପଦମ୍ ଲେଖେ ହାସି
ତାରା ମାତେ ହେତାସୀ
ଟୁକୁର୍ ଟୁକୁର୍ ଇସାରା
ତାରା ମାତେ ସତାସୀ
ପଦମ୍ ଲେଖେ ହାସି
ତାରା ମାତେ ହେତାସୀ
ଏ ଦିଲ୍ ଚାହେସି ତାର
ଗଣ୍ ନେ ଘର୍ ବନାମି
ମୋର ସାବଳୀ ସାଲୋନୀ
ହାଏ ଗୁଲେଇ ଗୁମାନୀ
ମାତେ ଭଲ ପାଇସି କାଟେ
ମୋର ଗେଲହେଇ ରାଣୀ
ମୋର ପରଦେଶୀ ରାଜା ବଢ଼େ ବେଇମାନୀ
ମୋର ସପନେ ଆସୀ କରି
ଖେଳେ ଲୁକି ଲୁକାନୀ
ପହେଲା ଜେବେ ତାକେ ଦେଖିଥିଲି
ସେଦିନୁ ମୁଇଁ ତାରା ବଣି ଯାଇଥିଲି
ଓoooo କାଜଲି କାଜଲି ନସେଲି ଆଖି
ଇଶାରା କରି ତା ନୌଛେ ଦାକି
କବେ ନେବା ସିଆ ମାତେ
କରି ସଙ୍ଗାରା ଜୁଲି
ତାର୍ ବିନେ ଏ ଦୁନିଆ ତା ଲାଗୁଛେ ଖାଲି
କବେ ନେବା ସିଆ ମାତେ
କରି ସଙ୍ଗାରା ଜୁଲି
ତାର୍ ବିନେ ଏ ଦୁନିଆ ତା ଲାଗୁଛେ ଖାଲି
ହାନ୍ ଲଡ ଗେଲା ତାରା ମିଠା
ମିଠା ବର୍ଷା ପାଣି
ମୋର ପରଦେଶୀ ରାଜା
ହାନ୍ ବଢ଼େ ବେଇମାନୀ
ମୋର ସପନେ ଆସୀ କରି
ଖେଳେ ଲୁକି ଲୁକାନୀ
ମୋର ସାବଳୀ ସାଲୋନୀ
ହାଏ ଗୁଲେଇ ଗୁମାନୀ
ମାତେ ଭଲ ପାଇସି କାଟେ
ମୋର ଗେଲହେଇ ରାଣୀ
Like this song !!!!
Sawan Barsha Pani
Let's visit another fantastic music tour, click below links to get Song list
Nil Sagar songsArchana Padhi SongsTags : Mantu Chhuria Song , Sambalpuri Song Lyrics, Rani Guri Lyrics, Haye re mor rani guri song lyrics, Haye re mor rani guri sambalpuri, Haye re mor rani gori, Haye re morrani guri, Haye re mor rani guri lyrics, Haye re mor rani guri sambalpuri song download, Haye re mor rani guri song, Haye re mor rani guri sambalpuri song, Mantu chhuria, Asima panda, Asima panda song, Haye re mor rani gori mp3 song download.

Lyrics Breakdown & Meaning – “Sawan Barsha Pani” (Sambalpuri Song)
Chorus & Hook – Romantic Monsoon Feelings
ହେ କୁଡିଏ ତୋର ଜୱାନି
ମୋର ଲଭ୍ ଫିଭର୍ ବଢେଇ ଦେଲା ରେ (2)
📖 Meaning: The singer praises the beauty of his beloved, saying her youth has intensified his feelings of love, making his emotions uncontrollable.
ତୁଇ ମୋର ଗୁଡ଼ିଆ
ଦିଲ୍ ଥି ଚିଡ଼ିଆ
ଉଡ଼େଇ ନେଲୁ ଦିଲ୍ ରେ
📖 Meaning: He calls her his doll, comparing his heart to a little bird that she has taken away with her charm.
ମୁଁ ତୋର ରାଣୀ ଦିଲ୍ ଦିଓଆନୀ
ତୁଇ ମୋର ହିରୋ ମଜନୁ ରେ
📖 Meaning: The female singer responds, calling herself his queen and expressing that she is madly in love with him. She calls him her hero, comparing their love story to classic romances like Laila-Majnu.
Title Hook – Embracing the Monsoon Love
ସାଉନ୍ ବର୍ଷା ପାଣି
📖 Meaning: The monsoon rain is symbolic of love and romance, setting the mood for the song.
ସାଉନ୍ ବର୍ଷା ପାଣି ଟିକେ ଭିଜେଇ ଦେ
ମୋର ପ୍ରିୟର ଦିହେନ ପହେଲା ଛିଟା ଲାଗେଇ ଦେ
📖 Meaning: The singer wishes to be drenched in the monsoon rain along with his beloved, as the first raindrop reminds him of their love.
First Verse – Love & Nature’s Romance
ନା ରେ… ନା ରେ… ନା ରେ… ହେ…
📖 Meaning: The playful refusal adds to the flirtatious nature of the song.
ଗୋରିଆ ରେ..
ମୋର ଦିଲ୍ ଦରିଆ ବେକାବୁ ହେଇଗଲା
📖 Meaning: The boy calls his beloved “Goriya” (a term of endearment) and expresses how his heart has become restless like a vast ocean.
ରସିଆ ରେ
ମୋର ମନ୍ ଆକାଶେ ତୋର ରଙ୍ଗ ଲାଗିଗଲା
📖 Meaning: Just as the sky changes colors during the rainy season, his mind is completely filled with her presence.
ଏନ୍ଦ୍ରଧନୁ ଲେଖେ
ସତ୍ ରଙ୍ଗେ ତତେ ରଙ୍ଗେଇ ଦେମି
📖 Meaning: He compares his love to a rainbow, saying that her presence brings all the colors of happiness into his life.
ମୟୂରୀ ରାଣୀ ହେଇ
ତୋର ସୁରେ ନାଚୁ ଥିମି
📖 Meaning: She responds by calling herself his peacock queen, saying she would dance gracefully to the rhythm of his love.
Musical Element – Traditional Touch
ପା ମା ଗା ସା ରେ ଧା ନି
📖 Meaning: A musical notation that highlights the melody of the song.
Chorus Repeats – Reliving the Romantic Monsoon Vibes
ସାଉନ୍ ବର୍ଷା ପାଣି ଟିକେ ଭିଜେଇ ଦେ
ମୋର ପ୍ରିୟର ଦିହେନ ପହେଲା ଛିଟା ଲାଗେଇ ଦେ
📖 Meaning: Again, the couple wants to experience the rain together, as it represents their first love moments.
Second Verse – Deepening Affection & Pain of Love
ଲାଡ଼ଲି ରେ
ତୋର ପ୍ରେମ୍ ମୋର ଦିଲ୍ ଥି
ବୁନ୍ଦ ବୁନ୍ଦ ଭରି ଗଲା
📖 Meaning: He calls his beloved “Ladli” (beloved), saying her love has filled his heart drop by drop, just like raindrops collect in a vessel.
ଲାଡ଼ଲା ରେ
ତୋର ପ୍ରେମ୍ ର ଧୁକା
ମୋର ମନକେ ଛିନ୍ ଗଲା
📖 Meaning: She responds, saying that his love has stolen her heart, leaving her lost in emotions.
Final Metaphors – Love Like Rain
ରେନି ସିଜନ୍ ଲେଖେନ୍
ମୋର ପ୍ରେମେ ତତେ ଭିଜାଉ ଥିମି
📖 Meaning: He compares their love to the rainy season, saying that he will immerse her completely in his love, just like monsoon rains drench everything.
ବର୍ଷା ରାଣୀ ହେଇ
ତୋର ସଙ୍ଗେ ମୁଁ ଭିଜୁ ଥିମି
📖 Meaning: She, in turn, says that she wants to become his monsoon queen and drench herself in love with him.
Musical Element Again – Song’s Conclusion
ପା ମା ଗା ସା ରେ ଧା ନି
📖 Meaning: The musical notation is repeated, emphasizing the melody of the song.
Ending – Final Chorus & Expression of Love
ସାଉନ୍ ବର୍ଷା ପାଣି
ସାଉନ୍ ବର୍ଷା ପାଣି ଟିକେ ଭିଜେଇ ଦେ
ମୋର ପ୍ରିୟର ଦିହେନ ପହେଲା ଛିଟା ଲାଗେଇ ଦେ (2)
📖 Meaning: The song concludes with the lovers wishing to experience the magic of monsoon rain together, making their love story even more romantic.